ମହାନଦୀ ଜଳବିବାଦ ମାମଲାର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ଆସନ୍ତା ଶନିବାରଦିନ ହେବାକୁ ଥିବା ମହାନଦୀ ଜଳବିବାଦ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ସୂଚୀତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କୋଭିଡ୍‌ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଏହିଭଳି ଏକ ପରିସ୍ଥିତିରେ ଆସନ୍ତା ମେ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ … Continue reading ମହାନଦୀ ଜଳବିବାଦ ମାମଲାର ଶୁଣାଣି ସ୍ଥଗିତ